ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀ ଆର୍କବିଶପ ଏମିରିଟସ ଦେଶମୁଣ୍ଡ ଟୁଟୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି
                    
                    
                        
                    
                
                
                    Posted On:
                26 DEC 2021 2:42PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍କବିଶପ ଏମିରିଟସ ଦେଶମୁଣ୍ଡ ଟୁଟୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । 
ଏକ ଦୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
“ଆର୍କବିଶପ ଏମିରିଟସ ଦେଶମୁଣ୍ଡ ଟୁଟୁ ବିଶ୍ୱର ଅଗଣିତ ଲୋକଙ୍କ ପାଇଁ ମାର୍ଗଦର୍ଶକ ଥିଲେ । ମାନବିକ ସମ୍ମାନ ଏବଂ ସମାନତା ଉପରେ ତାଙ୍କର ଗୁରୁତ୍ୱ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ତାଙ୍କର ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ମୋଯ ହୃଦୟରୁ ସମବେଦନା ଜଣାଉଛି । ତାଙ୍କ ଆତ୍ମା ଶାନ୍ତି ପାଉ ।”
 
HS
                
                
                
                
                
                (Release ID: 1785328)
                Visitor Counter : 194
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam