ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରାଖଣ୍ଡ ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀ ହରବଂଶ କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି
Posted On:
13 DEC 2021 11:34AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଉତ୍ତରାଖଣ୍ଡ ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀ ହରବଂଶ କପୁର ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମ ଦଳର ବରିଷ୍ଠ ସହକର୍ମୀ ଉତ୍ତରାଖଣ୍ଡର ଶ୍ରୀ ହରବଂଶ କପୁର ଜୀଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ଜଣେ ବରିଷ୍ଠ ବିଧାୟକ ଏବଂ ପ୍ରଶାସକ ଭାବେ ଜନସେବା ତଥା ସାମାଜିକ କଲ୍ୟାଣରେ ତାଙ୍କର ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ତଥା ସମର୍ଥକଙ୍କୁ ସମବେଦନା । ଓମ ଶାନ୍ତି ।”
HS
(Release ID: 1780881)
Visitor Counter : 149
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam