ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୨୦୦୧ ସଂସଦ ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 DEC 2021 8:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ରେ ସଂସଦ ଆକ୍ରମଣ ସମୟରେ କାର୍ଯ୍ୟକ୍ଷେତ୍ରରେ ସହିଦ ହୋଇଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“୨୦୦୧ ରେ ସଂସଦ ଆକ୍ରମଣରେ କାର୍ଯ୍ୟ କ୍ଷେତ୍ରରେ ସହିଦ ହୋଇଥିବା ସେହି ସମସ୍ତ ସୁରକ୍ଷା କର୍ମୀଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜାତି ପ୍ରତି ସେମାନଙ୍କର ସେବା ତଥା ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଉଛି ।”

HS


(ରିଲିଜ ଆଡି: 1780784) ପରିଦର୍ଶକ କାଉଣ୍ଟର : 183