ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କେ. ରୋସେୟା ଗାରୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 04 DEC 2021 12:31PM by PIB Bhubaneshwar

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କେ. ରୋସେୟା ଗାରୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଶ୍ରୀ କେ. ରୋସେୟା ଗାରୁଙ୍କ ବିୟୋଗରେ ଦୁଃଖିତ । ଆମେ ଦୁହେଁ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସହ କରିଥିବା ଆଲୋଚନା ମନେ ପଡୁଛି ଓ ପରେ ସେ ତାମିଲନାଡୁ ରାଜ୍ୟପାଳ ହୋଇଥିଲେ । ଜନସେବା ପ୍ରତି ତାଙ୍କ ଅବଦାନ ସ୍ମରଣୀୟ ହୋଇରହିବ । ତାଙ୍କ ପରିବାରବର୍ଗ ଓ ସମର୍ଥକମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”

SR



(Release ID: 1778044) Visitor Counter : 176