ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନଭେମ୍ବର ୧୬ତାରିଖରେ ପ୍ରଥମ ଅଡିଟ୍ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2021 11:06AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ନଭେମ୍ବର, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ସିଏଜି କାର୍ଯ୍ୟାଳୟ ପରିସରରେ ପ୍ରଥମ ଅଡିଟ୍ ଦିବସ ପାଳନ  କାର୍ଯ୍ୟକ୍ରମକୁ  ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ ।

ସିଏଜି ଅନୁଷ୍ଠାନର ଐତିହାସିକ ଉତ୍ପତ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ପ୍ରଶାସନ, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ଏହାର ଅବଦାନ ପାଇଁ ଅଡିଟ୍ ଦିବସ ପାଳନ କରାଯାଏ ।

 ଭାରତର ସିଏଜି ଏହି ଅବସରରେ ଉପସ୍ଥିତ ରହିବେ ।

HS


(ରିଲିଜ ଆଡି: 1771936) ପରିଦର୍ଶକ କାଉଣ୍ଟର : 265