ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ସ୍ଥାପନ ଦିବସ ଅବସରରେ ଉତ୍ତରାଖଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
09 NOV 2021 10:43AM by PIB Bhubaneshwar
ରାଜ୍ୟ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ଦେବଭୂମିର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ବିଗତ ପାଞ୍ଚ ବର୍ଷରେ ରାଜ୍ୟ ଯେଉଁ ପ୍ରଗତି କରିଛି, ସେଥିରୁ ମୋର ବିଶ୍ୱାସ ହେଉଛି ଏହି ସମ୍ପୂର୍ଣ୍ଣ ଦଶକ ଉତ୍ତରାଖଣ୍ଡର ହିଁ ହେବ ।
ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାମ ପ୍ରମାଣିତ କରୁଛି ପାହାଡର ପାଣି ଓ ଯୌବନ ଉଭୟ ଏଠାରେ ପ୍ରତିକୂଳ ଅଛନ୍ତି । ପ୍ରକୃତି କୋଳରେ ଥିବା ଏହି ରାଜ୍ୟ ଏହିପରି ଭାବେ ବିକାଶର ପଥରେ ନିରନ୍ତର ଅଗ୍ରସର ହେଉ ବୋଲି କାମନା କରୁଛି ।”
SR
(Release ID: 1770281)
Visitor Counter : 201
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam