ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାଇ ଦୂଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 06 NOV 2021 9:35AM by PIB Bhubaneswar

ଭାଇଦୂଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଦେଶବାସୀଙ୍କୁ ଭାଇଦୂଜର ଅନେକ ଅନେକ ଶୁଭକାମନା ।

ସମସ୍ତଙ୍କୁ ଭାଇଦୂଜର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଉଛି ।

 

SR


(रिलीज़ आईडी: 1769714) आगंतुक पटल : 255
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam