ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନିମ୍ନ ସଦନ ର୍ନିବାଚନରେ ବିଜୟ ପାଇଁ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଫୁମିଓ କିଶିଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

प्रविष्टि तिथि: 01 NOV 2021 5:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ନିମ୍ନ ସଦନ ର୍ନିବାଚନରେ ବିଜୟ ପାଇଁ ମହାମହିମ ଫୁମିଓ କିଶିଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜାପାନରେ ନିମ୍ନ ସଦନ ର୍ନିବାଚନରେ ବିଜୟ ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ କିଶିଦାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଆମର ସ୍ୱତନ୍ତ୍ର ରଣନୀତିକ ତଥା ଆର୍ନ୍ତଜାତିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଏବଂ ଇଣ୍ଡୋ-ପାସିଫିକ ତଥା ଏହାର ଆଖପାଖ ଅଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ତତ୍ପର ଅଛୁ

HS


(रिलीज़ आईडी: 1768665) आगंतुक पटल : 201
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam