ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଣିପୁରରେ ଏମଏସଏମଇ ଦ୍ୱାରା ୧ ଲକ୍ଷ ନିଯୁକ୍ତି ସୃଷ୍ଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 30 OCT 2021 12:06PM by PIB Bhubaneshwar

ମଣିପୁରରେ ଏମଏସଏମଇ ଦ୍ୱାରା ୧ ଲକ୍ଷ ନିଯୁକ୍ତି ସୃଷ୍ଟିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ବୀରେନ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସାବାସ ମଣିପୁର! ରାଜ୍ୟର ପ୍ରଗତିକୁ ଆଗେଇ ନେବା ପାଇଁ ଏମଏସଏମଇ କ୍ଷେତ୍ରର ସାମର୍ଥ୍ୟର ଫାଇଦା ଉଠାଇବା ଜାରି ରହିବା ଉଚିତ ।”

SR



(Release ID: 1767885) Visitor Counter : 184