ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅଭିନେତା ପୁନିଥ୍ ରାଜକୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି
प्रविष्टि तिथि:
29 OCT 2021 5:48PM by PIB Bhubaneswar
ଅଭିନେତା ପୁନିଥ୍ ରାଜକୁମାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାଗ୍ୟର ଏକ ନିଷ୍ଠୁର ନିଷ୍ପତ୍ତି କ୍ରମେ ଆମଠାରୁ ଜଣେ ଉଦୀୟମାନ ତଥା ଦକ୍ଷ ଅଭିନେତା ପୁନିଥ୍ ରାଜକୁମାରଙ୍କୁ ଛଡ଼ାଇ ନେଇଛି । ଏହା ଯିବାର ବୟସ ନୁହେଁ । ଆଗାମୀ ପୀଢ଼ି ତାଙ୍କୁ ତାଙ୍କ କାର୍ଯ୍ୟ ଏବଂ ଚମତ୍କାର ବ୍ୟକ୍ତିତ୍ୱ ପାଇଁ ମନେ ପକାଇବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”
HS
(रिलीज़ आईडी: 1767758)
आगंतुक पटल : 182
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam