ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲ୍ମିକୀ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମିକୀଙ୍କୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତୀ

प्रविष्टि तिथि: 20 OCT 2021 9:19AM by PIB Bhubaneswar

ବାଲ୍ମିକୀ ଜୟନ୍ତୀ ଅବସରରେ ମହର୍ଷି ବାଲ୍ମିକୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଣାମ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବାଲ୍ମିକୀ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି । ଆମ ସମୃଦ୍ଧ ଅତୀତ ଓ ଗୌରବାବହ ସଂସ୍କୃତି ବିବରଣୀଭୁକ୍ତ କରିବାରେ ମୌଳିକ ଅବଦାନ ପାଇଁ ତାଙ୍କୁ ସ୍ମରଣ କରୁଛେ । ସାମାଜିକ ସଶକ୍ତିକରଣକୁ ସେ ପ୍ରଦାନ କରିଥିବା ଗୁରୁତ୍ୱ ଆମକୁ ପ୍ରେରିତ କରୁଛି ।”    

SR


(रिलीज़ आईडी: 1765134) आगंतुक पटल : 243
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam