ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟୀକାକରଣ ଅଭିଯାନରେ ଜଡିତ ପ୍ରତ୍ୟେକଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2021 11:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠାରୁ ବଡ ଟୀକାକରଣ ଅଭିଯାନରେ ସାମିଲ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

“ଆମର ନାଗରିକମାନଙ୍କ ଟୀକାକରଣ ନିଶ୍ଚିତ କରିବାକୁ ପ୍ରତ୍ୟେକ ହିତାଧିକାରୀଙ୍କ ଦ୍ୱାରା କରାଯାଇଥିବା ସ୍ମରଣୀୟ ପ୍ରୟାସର ଏହା କେବଳ ଗୋଟିଏ ଉଦାହରଣ ।

ଭାରତର ଟୀକାକରଣ ଅଭିଯାନକୁ ସଫଳ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଣାମ ।”

HS


(ରିଲିଜ ଆଡି: 1762972) ପରିଦର୍ଶକ କାଉଣ୍ଟର : 229