ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁ ସେନାକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 08 OCT 2021 9:47AM by PIB Bhubaneshwar

ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁ ସେନା ସଦସ୍ୟ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବାୟୁସେନା ଦିବସ ଅବସରରେ ଆମର ବାୟୁ ଯୋଦ୍ଧା ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା । ଭାରତୀୟ ବାୟୁ ସେନା ବୀରତ୍ୱ, ନିଷ୍ଠା ଓ ଦକ୍ଷତାର ଅନ୍ୟ ନାମ । ଦେଶକୁ ସୁରକ୍ଷା ପ୍ରଦାନ ଓ ଆହ୍ୱାନ ବେଳେ ମାନବିକ ମୂଲ୍ୟବୋଧ ପ୍ରଦର୍ଶନ ମାଧ୍ୟମରେ ସେମାନେ ନିଜକୁ ଅନନ୍ୟ କରି ପାରିଛନ୍ତି ।”

 

SR



(Release ID: 1762053) Visitor Counter : 224