ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେଭିଆଇସି ଦ୍ୱାରା ପ୍ରସ୍ତୁତ ବିଶ୍ୱର ସର୍ବ ବୃହତ ଖଦି ଜାତୀୟ ପତାକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଉତ୍ସବ ସମୟରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ ପାଇଁ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 03 OCT 2021 5:24PM by PIB Bhubaneswar

ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ଲଦାଖର ଲେହ ଠାରେ ବିଶ୍ୱର ସର୍ବବୃହତ ଖଦି ଜାତୀୟ ପତାକା (୨୨୫ ଫୁଟ ଉଚ୍ଚତା ଏବଂ ୧୫୦ ଫୁଟ ଚଉଡା) ପ୍ରଦର୍ଶୀତ କରିବାରେ ଖଦି ଗ୍ରାମ୍ୟ ଶିଳ୍ପ ଆୟୋଗର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଟ୍ୱିଟ୍କରିଛନ୍ତି:

ସମ୍ମାନିତ ବାପୁଙ୍କ ପାଇଁ ଏହା ଏକ ବିଶେଷ ଶ୍ରଦ୍ଧାଞ୍ଜଳି, ଖଦି ପ୍ରତି ତାଙ୍କର ଆଗ୍ରହ ବହୁଳ ଭାବରେ ଜଣାଶୁଣା

ଏହି ଉତ୍ସବ ଋତୁରେ, ଖଦି ଏବଂ ହସ୍ତତନ୍ତ ଉତ୍ପାଦକୁ ତୁମର ଜୀବନର ଏକ ଅଂଶ କରିବା ପାଇଁ ଚିନ୍ତା କର ଏବଂ ଏକ ଆତ୍ମର୍ନିଭରଶୀଳ ଭାରତ ଗଠନ ପାଇଁ ତୁମର ସଂକଳ୍ପକୁ ଦୃଢ କର

HS

 

    ଆମକୁ ଫୋଲୋ କରନ୍ତୁ /PIBBhubaneswar  /PIBBhubaneswar  /PIBBhubaneswar  /PIBBhubaneswar  /PIBOdisha


(ରିଲିଜ ଆଡି: 1760695) ପରିଦର୍ଶକ କାଉଣ୍ଟର : 206