ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 29 SEP 2021 9:49PM by PIB Bhubaneshwar

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଲ୍ ଗେଟ୍ସଙ୍କ ଏକ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପ୍ରଶଂସା କରିଥିବାରୁ ଧନ୍ୟବାଦ@ବିଲଗେଟ୍ସ ।

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତି ବ୍ୟବହାରର ଅସୀମ ସମ୍ଭାବନା ରହିଛି ଓ ଭାରତ ଏ ଦିଗରେ କଠିନ ପରିଶ୍ରମ କରୁଛି ।  

SR



(Release ID: 1759619) Visitor Counter : 200