ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଏସ୍ ସେଲଭାଗଣବଥି ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2021 11:24AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରୁ ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ଶ୍ରୀ ଏସ୍ ସେଲଭାଗଣବଥିଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆମ ଦଳ ଶ୍ରୀ ଏସ୍ସେଲଭାଗଣବଥି ଜୀଙ୍କୁ ପୁଡୁଚେରୀରୁ ପ୍ରଥମ ରାଜ୍ୟସଭା ସଦସ୍ୟ ଭାବେ ପାଇଛି ପୁଡୁଚେରୀର ଲୋକମାନେ ଆମ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ ଆମେ କୃତଜ୍ଞ ପୁଡୁଚେରୀର ବିକାଶ ପାଇଁ ଆମେ କାମ ଜାରି ରଖିବୁ

HS


(ରିଲିଜ ଆଡି: 1758887) ପରିଦର୍ଶକ କାଉଣ୍ଟର : 225