ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେସନର ମୁଖ୍ୟ କାର୍ଯ୍ୟର୍ନିବାହୀ ଶ୍ରୀ ବିବେକ ଲାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 23 SEP 2021 9:12PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେସନର ମୁଖ୍ୟ କାର୍ଯ୍ୟର୍ନିବାହୀ ଶ୍ରୀ ବିବେକ ଲାଲଙ୍କୁ ଭେଟିଛନ୍ତି ।

ସେମାନେ ଭାରତରେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ । ପ୍ରତିରକ୍ଷା ତଥା ଆବଶ୍ୟକ ବୈଷୟିକ ଉତ୍ପାଦନ ଏବଂ ଭାରତରେ ଦକ୍ଷତା ବୃଦ୍ଧି ତ୍ୱରାନ୍ୱିତ କରିବାକୁ ନୀତିଗତ ପରିବର୍ତ୍ତନକୁ ଶ୍ରୀ ଲାଲ ପ୍ରଶଂସା କରିଛନ୍ତି ।

HS


(रिलीज़ आईडी: 1757513) आगंतुक पटल : 211
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Telugu , Kannada , Malayalam