ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 18 SEP 2021 8:57PM by PIB Bhubaneshwar

ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି କିଛି ଯୁବକଙ୍କ ମୃତ୍ୟୁ ଘଟଣାରେ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି: ପିଏମ@ନରେନ୍ଦ୍ରମୋଦୀ ।

SR



(Release ID: 1756542) Visitor Counter : 47