ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
18 SEP 2021 8:57PM by PIB Bhubaneshwar
ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପାଣିରେ ବୁଡି କିଛି ଯୁବକଙ୍କ ମୃତ୍ୟୁ ଘଟଣାରେ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି: ପିଏମ@ନରେନ୍ଦ୍ରମୋଦୀ ।”
SR
(रिलीज़ आईडी: 1756542)
आगंतुक पटल : 190
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam