ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜୁରାଟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

Posted On: 16 SEP 2021 4:28PM by PIB Bhubaneshwar

ଗୁଜରାଟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଗୁଜୁରାଟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ଦଳର ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ ଏମାନେ ହେଉଛନ୍ତି ଉଲ୍ଲେଖନୀୟ କାର୍ଯ୍ୟକର୍ତ୍ତା ଯେଉଁମାନେ ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଛନ୍ତି ଏବଂ ଆମ ଦଳର ବିକାଶ ଯୋଜନାକୁ ବିସ୍ତାର କରିଛନ୍ତି ଆଗାମୀ ଦିନର ସଫଳ କାର୍ଯ୍ୟ ପାଇଁ ଶୁଭେଚ୍ଛା

HS



(Release ID: 1755600) Visitor Counter : 168