ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିନ୍ଦୀ ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 14 SEP 2021 10:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି-

“ ଆପଣ ସମସ୍ତଙ୍କୁ ହିନ୍ଦୀ ଦିବସରେ ବହୁତ ବହୁତ ଶୁଭେଚ୍ଛା । ହିନ୍ଦୀଭାଷାକୁ ଏକ ସକ୍ଷମ ଏବଂ ସମର୍ଥ ଭାଷା କରି ଗଢିବାରେ ଭିନ୍ନ‌-ଭିନ୍ନ ପ୍ରାନ୍ତରରେ ଥିବା ଜନସାଧାରଣଙ୍କର ଉଲ୍ଲେଖନୀୟ  ଭୂମିକା ରହିଛି । ଏହା ଆପଣମାନଙ୍କର ସମସ୍ତଙ୍କର ପ୍ରୟାସର ପରିଣାମ ଯୋଗୁଁ ହୋଇପାରିଛି । ବିଶ୍ୱ ଦରବାରରେ ହିନ୍ଦୀ ଭାଷା ଲଗାତାର ଭାବେ ନିଜର ପରିଚୟକୁ ବଜାୟ ରଖିପାରିଛି ।”

 

****

NS / SLP



(Release ID: 1754929) Visitor Counter : 204