ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭା ସାଂସଦ ଶ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 13 SEP 2021 3:58PM by PIB Bhubaneshwar

ରାଜ୍ୟସଭା ସାଂସଦ ଶ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ରାଜ୍ୟସଭା ସାଂସଦ ଶ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜ ଜୀଙ୍କ ବିୟୋଗରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ମୋ ସମବେଦନା ଓ ପ୍ରାର୍ଥନା ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ଜଣାଉଛି । ତାଙ୍କ ଆତ୍ମାର ଶାନ୍ତି କାମନା କରୁଛି: ପିଏମ@ନରେନ୍ଦ୍ରମୋଦୀ ।

SR

 



(Release ID: 1754567) Visitor Counter : 137