ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନୂଆଖାଇରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି

प्रविष्टि तिथि: 11 SEP 2021 11:04PM by PIB Bhubaneswar

ନୂଆଖାଇର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ଅଭିବାଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ନୂଆଖାଇ ଜୁହାର!

ଏହି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ନୂଆଖାଇ ଉପରେ ଆମେ ଆମର ପରିଶ୍ରମୀ କୃଷକଙ୍କ ଉଲ୍ଲେଖନୀୟ ଉଦ୍ୟମ ଏବଂ ରାଷ୍ଟ୍ର ର୍ନିମାଣରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରୁଛୁ

ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି

 

HS


(रिलीज़ आईडी: 1754406) आगंतुक पटल : 286
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam