ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ
Posted On:
07 SEP 2021 9:22AM by PIB Bhubaneshwar
ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧.୧୩କୋଟିରୁ ଅଧିକ ଟିକା ଦିଆଯାଇଛି ।
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୯.୯୦ କୋଟି ଟିୀକା ଦିଆଯାଇସାରିଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୧, ୩୨୨ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲା ୧. ୧୯ ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୩, ୯୨,୮୬୪ ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ଆରୋଗ୍ୟହାର ୯୭.୪୮ପ୍ରତିଶତ ଅଟେ ।
ଗତ ୨୪ଘଣ୍ଟା ମଧ୍ୟରେ ୪୨,୯୪୨ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୨,୨୪,୯୩୭ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ସଂକ୍ରମଣ ହାର ବର୍ତ୍ତମାନ ୨.୫୬ ପ୍ରତିଶତ ଅଟେ । ଯାହା ଗତ ୭୪ଦିନରେ ୩ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ଅଟେ, ଯାହା ଗତ ୮ଦିନରେ ୩ପ୍ରତିଶତରୁ କମ୍ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୩୧କୋଟି ପରୀକ୍ଷଣ କରାଯାଇସାରିଛି ।
****
NS / SLP
(Release ID: 1752835)
Visitor Counter : 215
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam