ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ ଗେମ୍ସର ବ୍ୟାଡମିଣ୍ଟନ ବ୍ରୋଞ୍ଚ ବିଜେତା ମନୋଜ ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 SEP 2021 5:27PM by PIB Bhubaneshwar

ଟୋକିଓ ପାରାଲିମ୍ପିକ୍ସ ଗେମ୍ସର ବ୍ୟାଡମିଣ୍ଟନ ବ୍ରୋଞ୍ଚ ବିଜେତା ମନୋଜ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମନୋଜ ସରକାରଙ୍କ ଚିତ୍ତାକର୍ଷକ ପ୍ରଦର୍ଶନରେ ମୁଁ ବିଶେଷ ଆନନ୍ଦିତ । ବ୍ୟାଡମିଣ୍ଟନରେ ଦେଶପାଇଁ ସମ୍ମାନଜନକ ବ୍ରୋଞ୍ଚ ପଦକ ଆଣିଥିବା ଲାଗି ତାଙ୍କୁ ଅଭିନନ୍ଦନ । ଆଗାମୀ ଦିନ ପାଇଁ ବହୁତ ବହୁତ ଶୁଭକାମନା । #ପାରାଲିମ୍ପିକ୍ସ#ପ୍ରେଜ4ପାରା”

 

**********

TRP/


(रिलीज़ आईडी: 1752125) आगंतुक पटल : 265
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam