ପୋଷ୍ଟ କରାଯିବା ଦିନାଙ୍କ:
04 SEP 2021 5:27PM by PIB Bhubaneswar
ଟୋକିଓ ପାରାଲିମ୍ପିକ୍ସ ଗେମ୍ସର ବ୍ୟାଡମିଣ୍ଟନ ବ୍ରୋଞ୍ଚ ବିଜେତା ମନୋଜ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମନୋଜ ସରକାରଙ୍କ ଚିତ୍ତାକର୍ଷକ ପ୍ରଦର୍ଶନରେ ମୁଁ ବିଶେଷ ଆନନ୍ଦିତ । ବ୍ୟାଡମିଣ୍ଟନରେ ଦେଶପାଇଁ ସମ୍ମାନଜନକ ବ୍ରୋଞ୍ଚ ପଦକ ଆଣିଥିବା ଲାଗି ତାଙ୍କୁ ଅଭିନନ୍ଦନ । ଆଗାମୀ ଦିନ ପାଇଁ ବହୁତ ବହୁତ ଶୁଭକାମନା । #ପାରାଲିମ୍ପିକ୍ସ#ପ୍ରେଜ4ପାରା”
**********
TRP/