ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପ୍ଡେଟ
Posted On:
04 SEP 2021 9:19AM by PIB Bhubaneshwar
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୭.୭୨ କୋଟିରୁ ଅଧିକ ଟିକା ଦାନ କରାଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୨, ୬୧୮ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୨୩ ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୪,୦୫, ୬୮୧ ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୩ ପ୍ରତିଶତ ଅଟେ ।
ଗତ ୨୪ଘଣ୍ଟା ମଧ୍ୟରେ ୩୬,୩୮୫ ରୋଗୀ ସୁସ୍ଥ ହୋଇଛନ୍ତି , ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୧, ୦୦, ୦୦୧ ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୩ ପ୍ରତିଶତ ଅଟେ, ଯାହା ଗତ ୭୧ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୫୦ ପ୍ରତିଶତ ଅଟେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୮୨ କୋଟି ପରୀକ୍ଷଣ କରାଯାଇସାରିଛି ।
****
NS/ SLP
(Release ID: 1752121)
Visitor Counter : 258
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam