ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଡେଟ

Posted On: 04 SEP 2021 9:19AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୭.୭୨ କୋଟିରୁ ଅଧିକ ଟିକା ଦାନ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୨, ୬୧୮ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୨୩ ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୪,୦୫, ୬୮୧ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୩ ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟା ମଧ୍ୟରେ ୩୬,୩୮୫ ରୋଗୀ ସୁସ୍ଥ ହୋଇଛନ୍ତି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୧, ୦୦, ୦୦୧  ରୋଗୀ ସୁସ୍ଥ ହୋଇଛନ୍ତି

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୩ ପ୍ରତିଶତ ଅଟେ, ଯାହା ଗତ ୭୧ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୫୦ ପ୍ରତିଶତ ଅଟେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୮୨ କୋଟି ପରୀକ୍ଷଣ କରାଯାଇସାରିଛି ।

****

NS/ SLP



(Release ID: 1752121) Visitor Counter : 230