ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରାଲିମ୍ପିକ୍ସ କ୍ରୀଡ଼ାରେ ଉଚ୍ଚଡିଆଁରେ ରୌପ୍ୟ ପଦକ ବିଜୟ ପାଇଁ ପ୍ରବୀଣ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
03 SEP 2021 10:00AM by PIB Bhubaneswar
ଟୋକିଓ ପାରାଲିମ୍ପିକ୍ସ କ୍ରୀଡ଼ାରେ ଉଚ୍ଚଡିଆଁରେ ରୌପ୍ୟ ପଦକ ବିଜୟ ନିମନ୍ତେ ପ୍ରବୀଣ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ପାରାଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟ ପାଇଁ ପ୍ରବୀଣ କୁମାରଙ୍କୁ ନେଇ ଗର୍ବ ଅନୁଭବ କରୁଛି । ଏହି ପଦକ ହେଉଛି ତାଙ୍କର କଠିନ ପରିଶ୍ରମ ଏବଂ ଅପୂର୍ବ ସମର୍ପଣର ଫଳ । ତାଙ୍କୁ ଅଭିନନ୍ଦନ । ଭବିଷ୍ୟତର ପ୍ରୟାସ ନିମନ୍ତେ ତାଙ୍କୁ ଶୁଭେଚ୍ଛା ।
SR
(रिलीज़ आईडी: 1751693)
आगंतुक पटल : 228
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam