ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଲେଖକ ଶ୍ରୀ ବୁଦ୍ଧଦେବ ଗୁହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2021 3:30PM by PIB Bhubaneswar

ବିଶିଷ୍ଟ ଲେଖକ ଶ୍ରୀ ବୁଦ୍ଧଦେବ ଗୁହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ବୁଦ୍ଧଦେବ ଗୁହାଙ୍କ ଲେଖା ବହୁମୁଖୀ ଥିଲା ଏବଂ ପରିବେଶ ପ୍ରତି ଅତ୍ୟଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରିଥିଲା ତାଙ୍କର ରଚନା ପୀଢି ପରେ ପୀଢି  ବିଶେଷ  ଭାବରେ  ଯୁବକମାନଙ୍କ ମଧ୍ୟରେ ଉପଭୋଗ୍ୟ ହେଉଥିଲା ତାଙ୍କର ଦେହାନ୍ତ ହେବା ସାହିତ୍ୟ ଜଗତ ପାଇଁ ଏକ ବଡ କ୍ଷତି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଓମ୍ ଶାନ୍ତି ।“

HS


(ରିଲିଜ ଆଡି: 1750534) ପରିଦର୍ଶକ କାଉଣ୍ଟର : 174