ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତରେ ବିମାନଯାତ୍ରାର ଗଣତନ୍ତ୍ରୀକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ ଦ୍ୱାରା ଲିଖିତ ପ୍ରବନ୍ଧକୁ ଶେୟାର କଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଷ୍ଟ କରାଯିବା ଦିନାଙ୍କ:
28 AUG 2021 11:41AM by PIB Bhubaneswar
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ଭାରତରେ ବିମାନ ଯାତ୍ରାର ଗଣତନ୍ତ୍ରୀକରଣ ଶେୟାର କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରିଛନ୍ତି;
“ଭାରତରେ ‘ବିମାନ ଯାତ୍ରାର ଗଣତନ୍ତ୍ରୀକରଣ’ ସମ୍ପର୍କରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ @ଜେଏମ_ସିନ୍ଧିଆ ।”
SR
(ରିଲିଜ ଆଡି: 1749875)
ପରିଦର୍ଶକ କାଉଣ୍ଟର : 271
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam