ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଫଗାନିସ୍ତାନରେ ଜାରି ସୁରକ୍ଷା ପରିସ୍ଥିତି ଯୋଗୁଁ କେବଳ ଇ-ଭିସା ଜରିଆରେ ଭାରତ ଯାତ୍ରା କରିବେ ଆଫଗାନ ନାଗରିକ

ପୋଷ୍ଟ କରାଯିବା ଦିନାଙ୍କ: 25 AUG 2021 11:56AM by PIB Bhubaneswar

ଆଫଗାନିସ୍ତାନରେ ଜାରି ସୁରକ୍ଷା ପରିସ୍ଥିତି ଏବଂ ଇ-ଇମର୍ଜେନ୍ସି ଏକ୍ସ-ମିସ୍‍କେସ ଭିସା ପ୍ରବର୍ତ୍ତନ ଦ୍ୱାରା ଭିସା ପ୍ରକ୍ରିୟାକୁ ସରଳ କରିବା କାରଣରୁ ନିଷ୍ପତ୍ତି ନିଆଯାଇଛି ଯେ, ବର୍ତ୍ତମାନଠାରୁ ସମସ୍ତ ଆଫଗାନ ନାଗରିକ କେବଳ ଇ-ଭିସା ଜରିଆରେ ଭାରତ ଯାତ୍ରା କରିବେ ।

କିଛି ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ହଜି ଯିବା ସଂକ୍ରାନ୍ତ ରିପୋର୍ଟକୁ ଧ୍ୟାନରେ ରଖି ପୂର୍ବରୁ ଆଫଗାନ ନାଗରିକଙ୍କୁ ଜାରି କରାଯାଇଥିବା ଭିସା, ଯେଉଁମାନେ ଏବେ ଭାରତରେ ନାହାଁନ୍ତି ତାହାକୁ ତୁରନ୍ତ ତାହାକୁ ଅକାମୀ କରାଯିବ । ଭାରତ ଆସିବାକୁ ଚାହୁଁଥିବା ଆଫଗାନ ନାଗରିକମାନେ www.indianvisaonline.gov.in ରେ ଇ-ଭିସା ପାଇଁ ଆବେଦନ କରିପାରିବେ ।

HS


(ରିଲିଜ ଆଡି: 1748838) ପରିଦର୍ଶକ କାଉଣ୍ଟର : 373