ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ ଗେମ ଆରମ୍ଭ ଅବସରରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 24 AUG 2021 4:15PM by PIB Bhubaneshwar

ଟୋକିଓ ଠାରେ ପାରାଲିମ୍ପିକ୍ସ ଗେମ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

@ପାରାଲିମ୍ପିକ୍ସ ଆରମ୍ଭ ଅବସରରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି । #ପାରାଲିମ୍ପିକ୍ସରେ ଆମ ଦେଶକୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ କ୍ରୀଡାବିତଙ୍କ ପାଇଁ ଆମେ ଗର୍ବିତ ।”

SR



(Release ID: 1748681) Visitor Counter : 151