ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                    
                    
                        କୋଭିଡ-୧୯ ଅପଟେଡ୍
                    
                    
                        
                    
                
                
                    Posted On:
                18 AUG 2021 9:23AM by PIB Bhubaneshwar
                
                
                
                
                
                
                ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୬.୦୬ କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୫, ୧୭୮ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । 
ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାରେ ୧.୧୪ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ । 
ଭାରତରେ ବର୍ତ୍ତମାନ ୩, ୬୭, ୪୧୫ ସକ୍ରିୟ ରୋଗୀ ଅଛନ୍ତି, ଯାହା ୧୪୮ଦିନରେ ସବୁଠାରୁ କମ୍ ।  
ଆରୋଗ୍ୟହାର, ବର୍ତ୍ତମାନ ୯୭.୫୨ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ରହିଛି । 
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୪, ୮୫,୯୨୩ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ ୨୪ଘଣ୍ଟା ମଧ୍ୟରେ ୩୭,୧୬୯ ରୋଗୀ ସୁସ୍ଥ ହୋଇଛନ୍ତି, ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧.୯୫ପ୍ରତିଶତ ରହିଛି, ଯାହା କି ଗତ ୫୪ ଦିନ ମଧ୍ୟରେ ୩ ପ୍ରତିଶତରୁ କମ୍ । 
ଦୈନିକ ପଜିଟିଭିଟି ହାର ୧. ୯୬ ପ୍ରତିଶତ ରହିଛି, ଏହା ଗତ ୨୩ଦିନରୁ ୩ ପ୍ରତିଶତରୁ କମ୍ ରହିଛି । ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯.୮୪ କୋଟି ପରୀକ୍ଷଣ କରାଯାଇସାରିଛି ।
 
****
 
NS / SLP
                
                
                
                
                
                (Release ID: 1747116)
                Visitor Counter : 225
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam