ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ଅପଟେଡ୍‌

Posted On: 18 AUG 2021 9:23AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୬.୦୬ କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୫, ୧୭୮ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାରେ ୧.୧୪ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ ।

ଭାରତରେ ବର୍ତ୍ତମାନ ୩, ୬୭, ୪୧୫ ସକ୍ରିୟ ରୋଗୀ ଅଛନ୍ତି, ଯାହା ୧୪୮ଦିନରେ ସବୁଠାରୁ କମ୍ । 

ଆରୋଗ୍ୟହାର, ବର୍ତ୍ତମାନ ୯୭.୫୨ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ରହିଛି ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୪, ୮୫,୯୨୩ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୭,୧୬୯ ରୋଗୀ ସୁସ୍ଥ ହୋଇଛନ୍ତି, ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧.୯୫ପ୍ରତିଶତ ରହିଛି, ଯାହା କି ଗତ ୫୪ ଦିନ ମଧ୍ୟରେ ୩ ପ୍ରତିଶତରୁ କମ୍ ।

ଦୈନିକ ପଜିଟିଭିଟି ହାର ୧. ୯୬ ପ୍ରତିଶତ ରହିଛି, ଏହା ଗତ ୨୩ଦିନରୁ ୩ ପ୍ରତିଶତରୁ କମ୍ ରହିଛି । ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯.୮୪ କୋଟି ପରୀକ୍ଷଣ କରାଯାଇସାରିଛି ।

 

****

 

NS / SLP


(Release ID: 1747116) Visitor Counter : 207