ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 16 AUG 2021 9:32AM by PIB Bhubaneshwar

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,

ତାଙ୍କ ଶ୍ରଦ୍ଧେୟ ବ୍ୟକ୍ତିତ୍ୱ, ସ୍ନେହସିକ୍ତ ସ୍ୱଭାବକୁ ମନେ ପକାଉଛୁ, ତାଙ୍କ ଚାତୁର୍ଯ୍ୟ ଓ ବ୍ୟଙ୍ଗକୁ ମନେ ପକାଉଛୁ, ଜାତୀୟ ପ୍ରଗତି ପାଇଁ ତାଙ୍କ ଅବଦାନକୁ ମନେ ପକାଉଛୁ ।

ଅଟଳ ଜୀ ଦେଶବାସୀଙ୍କ ହୃଦୟ ଓ ମନରେ ରହିଛନ୍ତି । ଆଜି, ତାଙ୍କ ପୂଣ୍ୟ ତିଥି ଅବସରରେ ସଦୈବ ଅଟଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।   

 

SR


(रिलीज़ आईडी: 1746326) आगंतुक पटल : 296
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam