ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଗଷ୍ଟ ୧୭ରେ ଟୋକିଓ ୨୦୨୦ ପାରାଲିମ୍ପିକ ଗେମରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
प्रविष्टि तिथि:
15 AUG 2021 7:59PM by PIB Bhubaneswar
ଟୋକିଓ ୨୦୨୦ ପାରାଲିମ୍ପିକ ଗେମରେ ଭାଗ ନେବାକୁ ଯାଉଥିବା ଭାରତୀୟ ପାରା-ଆଥଲେଟ ଦଳ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ ।
୯ଟି ଖେଳ ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଟୋକିଓ ଯିବେ । ପାରାଲିମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଏହି ବାର୍ତ୍ତାଳାପ ବେଳେ ଉପସ୍ଥିତ ରହିବେ ।
SR
(रिलीज़ आईडी: 1746185)
आगंतुक पटल : 312
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam