ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
ପୋଷ୍ଟ କରାଯିବା ଦିନାଙ୍କ:
09 AUG 2021 9:41AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ସମସ୍ତ ମହାନ ବିପ୍ଳବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଆନେ୍ଦାଳନ ଉପନିବେଶବାଦ ବିରୋଧୀ ଲଢ଼େଇକୁ ଅଧିକ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଏ ନେଇ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଉପନିବେଶବାଦ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି । ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଭାରତଛାଡ଼ ଆନେ୍ଦାଳନର ଭାବନା ସାରା ଦେଶକୁ ବ୍ୟାପିଥିଲା, ଯାହା ଆମ ଦେଶର ଯୁବକମାନଙ୍କ ମନରେ ଶକ୍ତି ଭରିଦେଇଥିଲା ।’’
SR
(ରିଲିଜ ଆଡି: 1744067)
ପରିଦର୍ଶକ କାଉଣ୍ଟର : 248
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam