ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାଗିରଥୀ ଆମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 23 JUL 2021 9:38PM by PIB Bhubaneswar

ସମ୍ମାନନୀୟ ଭାଗିରଥୀ ଆମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସମ୍ମାନୀୟ ଭାଗିରଥୀ ଆମ୍ମାଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କ ଜୀବନ ଯାତ୍ରାରୁ ଅନେକ କିଛି ଶିଖିବାର ଅଛି, ବିଶେଷକରି ନୂତନ ଜିନିଷ ଶିଖିବା ପାଇଁ ତାଙ୍କର ଯେଉଁ ଅସୀମ ଆଗ୍ରହ । ତାଙ୍କ ଦେହାନ୍ତରେ ମୁଁ ବିଶେଷଭାବେ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ଓମ୍ ଶାନ୍ତି”

 

**********

TRP/


(रिलीज़ आईडी: 1738660) आगंतुक पटल : 228
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam