ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Posted On: 23 JUL 2021 6:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ କରି କହିଛନ୍ତି :

ଆସନ୍ତୁ ଆମେ ସମସ୍ତେ ମିଶି # ଚିୟର ଫର ଇଣ୍ଡିଆ! (ଭାରତୀୟ ଦଳକୁ ଉତ୍ସାହିତ କରିବା)

ଟୋକିଓ 2020 ଉଦଘାଟନୀ ସମାରୋହର କେତେକ ଝଲକ ଦେଖିଲି

ଆମର ପ୍ରଭାବଶାଳୀ ଦଳକୁ ଅନେକ ଅନେକ ଶୁଭକାମନା

# ଟୋକିଓ 2020"

 

******

 

P.S



(Release ID: 1738597) Visitor Counter : 169