ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 23 JUL 2021 10:04AM by PIB Bhubaneswar

ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ମାତାର ବୀର ପୁତ୍ର, ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀରେ ଆମେ ସ୍ମରଣ କରୁଛୁ । ଭାରତକୁ ସାମ୍ରାଜ୍ୟବାଦର କବଳରୁ ମୁକ୍ତ କରିବା ଲାଗି ସେ ଯୁବାବସ୍ଥାରୁ ନିଜକୁ ନିୟୋଜିତ କରିଦେଇଥିଲେ । ସେ ମଧ୍ୟ ଜଣେ ପ୍ରଗତିଶୀଳ ଚିନ୍ତକ ଥିଲେ ଏବଂ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତର ସ୍ୱପ୍ନ ଦେଖିଥିଲେ”

 

**********

TRP/


(ରିଲିଜ ଆଡି: 1738328) ପରିଦର୍ଶକ କାଉଣ୍ଟର : 236