ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଦ-ଉଲ-ଅଢ଼ା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JUL 2021 8:39AM by PIB Bhubaneshwar

ଇଦ-ଉଲ-ଅଢ଼ା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଇଦ୍ ମୁବାରକ !

ଇଦ-ଉଲ-ଅଢ଼ା ଅବସରରେ ବହୁତ ଶୁଭେଚ୍ଛା । ଏହି ଦିବସ ସମାଜର ବିକାଶ ଦିଗରେ ସାମୁହିକ ସହାନୁଭୂତି, ସଦଭାବ ଏବଂ ସମାବେଶର ଭାବନାକୁ ବଢ଼ାଉ ।          

 

SR


(रिलीज़ आईडी: 1737561) आगंतुक पटल : 245
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam