ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାମହିମ ଦଲାଇ ଲାମାଙ୍କ 86ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 06 JUL 2021 2:25PM by PIB Bhubaneshwar

ମହାମହିମ ଦଲାଇ ଲାମାଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିଛନ୍ତି ଏବଂ 86 ତମ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ମହାମହିମ ଦଲାଇ ଲାମାଙ୍କ ସହିତ ଫୋନ ଯୋଗେ କଥା ହୋଇ ତାଙ୍କର 86 ତମ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଲି ଆମେ ତାଙ୍କଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛୁ”

 

**********

TRP/



(Release ID: 1733214) Visitor Counter : 215