ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ଅର୍ଥନୀତିଜ୍ଞ ଓ ପରିବେଶବିତ୍ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 11 JUN 2021 11:00AM by PIB Bhubaneshwar

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପରିବେଶବିତ୍ ପ୍ରଫେସର ରାଧାମୋହନ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ପ୍ରଫେସର ରାଧାମୋହନ ଜୀ ଜୈବିକ ଓ ଦୀର୍ଘସ୍ଥାୟୀ କୃଷି ପ୍ରତି ବିଶେଷ ଆଗ୍ରହୀ ଥିଲେ ଅର୍ଥନୀତି ଓ ପରିବେଶ ସମ୍ବନ୍ଧୀୟ ବିଷୟ ଉପରେ ତାଙ୍କର ଜ୍ଞାନ ପାଇଁ ସେ ସମ୍ମାନିତ ଥିଲେ ତାଙ୍କର ଦେହାନ୍ତରେ ମୁଁ ବିଶେଷ ମର୍ମାହତ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି"

 

**********

TRP/



(Release ID: 1726234) Visitor Counter : 167