ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦ୍ମ ବିଭୂଷଣ ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 03 JUN 2021 11:57PM by PIB Bhubaneshwar

ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି

ଏକ ଟ୍ଵିଟ୍‌ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

"ପଦ୍ମ ବିଭୂଷଣ ସାର ଅନିରୁଦ୍ଧ ଜଗନ୍ନାଥ, ଜଣେ ଉଚ୍ଚ କୋଟୀର ନେତା ଓ ରାଜନେତା  ତଥା ଆଧୁନିକ ମରିସସର ସ୍ଥପତି ଥିଲେ । ସେ ଜଣେ ଗର୍ବିତ ପ୍ରବାସୀ ଭାରତୀୟ, ଯିଏକି ସ୍ଵତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କ ଗଢିବାରେ ସାହାଯ୍ୟ କରିଥିଲେ ଯାହାଦ୍ଵାରା ତାଙ୍କ ଉତ୍ତରାଧିକାରୀମାନେ ବିଶେଷ ଭାବେ ଉପକୃତ ହେବ । ତାଙ୍କ ପରିବାର ତଥା ମରିସସବାସୀଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି”

 

**********

TRP/



(Release ID: 1724358) Visitor Counter : 161