ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 04 JUN 2021 9:35AM by PIB Bhubaneshwar

ହ୍ରାସ ପାଇବା ଧାରାକୁ ବଜାୟ ରଖି ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୧୬,୩୫,୯୯୩ ହୋଇଛି, କ୍ରମାଗତ ଅଷ୍ଟମ ଦିନରେ ୨ ଲକ୍ଷ ତଳେ ରହିଛି

ଗତ ୨୪ ଘଣ୍ଟାରେ ସକ୍ର୍ରିିୟ ମାମଲାରେ ୭୭,୪୨୦ ହ୍ରାସ

ଗତ ୨୪ ଘଣ୍ଟାରେ ଭାରତରେ ନୂଆ କରୋନା ମାମଲା ଆସିଛି ୧.୩୨ ଲକ୍ଷ, ଦୈ÷ନିକ ନୂଆ ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି

ଦେଶରେ ଏ ପର୍ଯ୍ୟନ୍ତ ମୋାଟ ୨.୬୫ କୋଟି ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟାରେ ୨,୦୭,୦୭୧ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୨ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈ÷ନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି

ବୃଦ୍ଧି ପାଇବା ଧାରାକୁୁ ବଜାୟ ରଖି ଜାତୀୟ ସୁସ୍ଥତା ହାର ୯୩.୦୮%କୁ ବୃଦ୍ଧି ପାଇଛି

ସାପ୍ତାହିକ ପଜିଟିଭିଟି ହାର ଏବେ ୭.୨୭% ରହିଛି

ଦୈନିକ ପଜିଟିଭିଟି ହାର ରହିଛି ୬.୩୮%, କ୍ରମାଗତ ୧୧ ଦିନ ଧରି ୧୦% ତଳେ ରହିଛି

କୋଭିଡ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ମୋଟ ୩୫.୭ କୋଟି ଟେଷ୍ଟ କରାଯାଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ମୋଟ ୨୨.୪୧ କୋଟି ଡୋଜ୍ ଟିକା ଦିଆଯାଇଛି

***

SR


(Release ID: 1724349) Visitor Counter : 169