ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
ପୋଷ୍ଟ କରାଯିବା ଦିନାଙ୍କ:
01 JUN 2021 9:15AM by PIB Bhubaneswar
୫୪ ଦିନରେ ଭାରତରେ ସର୍ବନିମ୍ନ ଦୈନିକ ସଂକ୍ରମଣ ୧.୨୭ ଲକ୍ଷ ହୋଇଛି, ନୂଆ ମାମଲାରେ ହ୍ରାସ ଧାରା ଜାରି
ଭାରତରେ ସକ୍ରିୟ କରୋନା ମାମଲା ପୁଣି ହ୍ରାସ ପାଇ ୧୮,୯୫,୫୨୦ ରହିଛି, ୪୩ ଦିନରେ ପରେ ୨୦ ଲକ୍ଷ ତଳେ
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୧,୩୦,୫୭୨ ହ୍ରାସ
ଦେଶରେ ଏ ପର୍ଯ୍ୟନ୍ତ ୨,୫୯,୪୭,୬୨୯ ସୁସ୍ଥ ହୋଇଛନ୍ତି
ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୨୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
କ୍ରମାଗତ ୧୯ ଦିନରେ ଦୈନିକ ସୁସ୍ଥ ହେଉଥିବା ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ବୃଦ୍ଧି ଜାରି ରହିଛି, ଆଜି ଅଛି ୯୨.୦୯%
ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଇ ୮.୬୪% ହୋଇଛି
ଦୈନିକ ପଜିଟିଭିଟି ହାର ୬.୬୨%କୁ ହ୍ରାସ, କ୍ରମାଗତ ଅଷ୍ଟମ ଦିନରେ ୧୦% ତଳେ ରହିଛି
ଟେଷ୍ଟିଂ କ୍ଷମତା ବୃୃଦ୍ଧି କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୩୪.୬୭ କୋଟି ଟେଷ୍ଟ ହୋଇଛି
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୧.୬ କୋଟି ଡୋଜ୍ ଟିକା ଦିଆଯାଇଛି
SR
(ରିଲିଜ ଆଡି: 1723388)
ପରିଦର୍ଶକ କାଉଣ୍ଟର : 306
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam