ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

प्रविष्टि तिथि: 30 MAY 2021 9:30AM by PIB Bhubaneshwar

ଭାରତରେ ଦୈନିକ କରୋନା ସଂକ୍ରମଣର ଧାରା ନିମ୍ନମୁଖୀ ଥିବା ବେଳେ ଏହା ୧.୬୫ ଲକ୍ଷକୁ ହ୍ରାସ ପାଇଛି

ଦୈନିକ ନୂଆ ସଂକ୍ରମଣ ୪୬ ଦିନ ମଧ୍ୟରେ ସର୍ବନିମ୍ନ

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲାରେ ୧,୧୪,୨୧୬ ହ୍ରାସ ପାଇ ୨୧,୧୪,୫୦୮ ରହିଛି

ଦେଶରେ ମୋଟ ୨,୫୪,୫୪,୩୨୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୨,୭୬,୩୦୯ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୧୭ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି

ବୃଦ୍ଧି ପାଇବା ଧାରାରେ ସୁସ୍ଥତା ହାର ୯୧.୨୫%କୁ ବଢ଼ିଛି

ଏବେ ସାପ୍ତାହିକ ପଜିଟିଭିଟି ହାର ୯.୩୬%

ଦୈନିକ ପଜିଟିଭିଟି ହାର ୮.୦୨%, ଯାହାକି କ୍ରମାଗତ ଷଷ୍ଠ ଦିନରେ ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ମୋାଟ ୩୪.୩ କୋଟି ଟେଷ୍ଟ ହୋଇଛି

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୨୧.୨ କୋଟି ଡୋଜରୁ ଅଧିକ ଟିକା ଦିଆଗଲାଣି

ଗତ ୨୪ ଘଣ୍ଟା ମଧ୍ୟରେ ୩୦.୩୫ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

 

SR


(रिलीज़ आईडी: 1722876) आगंतुक पटल : 184
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Assamese , Punjabi , Tamil , Telugu , Kannada , Malayalam