ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 18 MAY 2021 1:32PM by PIB Bhubaneswar

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅନେକ ସମାଜ ସେବା ଉଦ୍ୟମ ପାଇଁ ଶ୍ରୀ ଚମନ ଲାଲ ଗୁପ୍ତା ସ୍ମରଣୀୟ ହୋଇ ରହିବେ ସେ ଜଣେ ଉତ୍ସର୍ଗୀକୃତ ବିଧାୟକ ଥିଲେ ଏବଂ ଜମ୍ମୁ କଶ୍ମୀରରେ ବିଜେପିକୁ ମଜବୁତ ମଧ୍ୟ କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି”

 

**********

TRP/


(ରିଲିଜ ଆଡି: 1719772) ପରିଦର୍ଶକ କାଉଣ୍ଟର : 188