ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ କାନ୍ତିସେନ ଶ୍ରଫଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 13 MAY 2021 10:52PM by PIB Bhubaneshwar

ଶ୍ରୀ କାନ୍ତିସେନ ଶ୍ରଫ (କାକା)ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ କାନ୍ତିସେନ ଶ୍ରଫଙ୍କୁ ଗୁଜରାଟର ଜଣେ ଦୟାଳୁ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି । ସେ ଜଣେ ସଫଳ ଶିଳ୍ପପତି ହେବା ସହିତ ଛୋଟ କାରିଗରମାନଙ୍କ ଉନ୍ନତି ପାଇଁ ତାଙ୍କର ଅନେକ ଅବଦାନ ରହିଥିଲା ।

 

**********

TRP/

 


(रिलीज़ आईडी: 1718568) आगंतुक पटल : 178
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam