କେନ୍ଦ୍ରୀୟ ଲୋକ ସେବା ଆୟୋଗ
ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା 2021 ତାରିଖ ଘୁଞ୍ଚିଲା
ପୋଷ୍ଟ କରାଯିବା ଦିନାଙ୍କ:
13 MAY 2021 1:48PM by PIB Bhubaneshwar
ନୋଭେଲ୍ କରୋନା ଭାଇରସ୍ (କୋଭିଡ-19) ଦ୍ଵାରା ସୃଷ୍ଟି ହୋଇଥିବା ଅସୁବିଧା କାରଣରୁ ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା 2021କୁ କେନ୍ଦ୍ର ଲୋକସେବା ଆୟୋଗ ସ୍ଥଗିତ ରଖିଛନ୍ତି । ଏହି ପରୀକ୍ଷା ଯାହା 27 ଜୁନ୍, 2021ରେ ଅନୁଷ୍ଠିତ ହେବାର ଥିଲା, ତାହା ବର୍ତ୍ତମାନ 10 ଅକ୍ଟୋବର, 2021ରେ ଅନୁଷ୍ଠିତ ହେବ ।
**********
TRP/
(ରିଲିଜ ଆଡି: 1718357)
ପରିଦର୍ଶକ କାଉଣ୍ଟର : 248
ଏହି ରିଲିଜ ପଢନ୍ତୁ :
Kannada
,
Bengali
,
English
,
Urdu
,
Marathi
,
हिन्दी
,
Punjabi
,
Gujarati
,
Tamil
,
Telugu
,
Malayalam