ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ପ୍ରବନ୍ଧନ ପାଇଁ ଆନ୍ତର୍ଜାତିକ ସହାୟତାକୁ କେନ୍ଦ୍ର ସରକାର ତ୍ୱରିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଉଛନ୍ତି

ଭାରତର ସମୁଦାୟ ଟିକାକରଣ କଭରେଜ ୧୭.୭୨ କୋଟି ଅତିକ୍ରମ କଲା

୧୮-୪୪ ବୟସ ବର୍ଗର ୩୪.୮ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

Posted On: 13 MAY 2021 11:53AM by PIB Bhubaneshwar

କୋଭିଡ ପ୍ରବନ୍ଧନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଚିକିତ୍ସା ସଂସ୍ଥାନଗୁଡିକୁ ମଜବୁତ କରିବା ପାଇଁ ଭାରତ ସରକାର ଆନ୍ତର୍ଜାତିକ ସହାୟତାକୁ କ୍ଲିୟରାନ୍ସ କରାଇ ବଣ୍ଟନ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୯,୨୮୪ ଅକ୍ସିଜେନ କନସେନଟ୍ରେଟର, ୭,୦୩୩ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୫,୯୩୩ ଭେଣ୍ଟିଲେଟର/ ବିଆଇ ପିଏପି, ୩.୪୪ ଲକ୍ଷରୁ ଅଧିକ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ଅନ୍ୟ ପକ୍ଷରେ ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶର ସମୁଦାୟ ଟିକାକରଣ ୧୭.୭୨ କୋଟି ଅତିକ୍ରମ କରିଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୫,୭୦,୫୩୭ ସେସନରେ ସମୁଦାୟ ୧୭, ୭୨,୧୪,୨୫୬ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୦୦,୪୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୫,୭୦,୦୬୨ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୨,୩୪,୭୯୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୦,୩୦,୦୦୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୪,୮୦,୬୧୮ ହିତାଧିକାରୀ (ପ୍ରଥମ ଡୋଜ), ୫,୬୨,୪୩,୩୦୮ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୧,୫୮,୫୩୫ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୦,୯୯,୨୪୧ ପ୍ରଥମ ଡୋଜ ହିତାଧିକାରୀ ଓ ୧,୬୭,୯୭,୨୭୨ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । 

 

HCWs

1st Dose

96,00,420

2nd Dose

65,70,062

FLWs

1st Dose

1,42,34,793

2nd Dose

80,30,007

Age Group 18-44 years

1st Dose

34,80,618

Age Group 45 to 60 years

1st Dose

5,62,43,308

2nd Dose

81,58,535

Over 60 years

1st Dose

5,40,99,241

2nd Dose

1,67,97,272

 

Total

17,72,14,256

 

ଦେଶର ସମୁଦାୟ ଟିକାର ୬୬.୭୩ ପ୍ରତିଶତ ଦଶଟି ରାଜ୍ୟରେ ପ୍ରଦାନ କରାଯାଇଛି ।    

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୪,୩୧,୨୮୫ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୦ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୩୪,୮୦,୬୧୮ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗର ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

 

S. No.

States

Total

1

A & N Islands

1,160

2

Andhra Pradesh

1,211

3

Assam

1,31,920

4

Bihar

3,04,490

5

Chandigarh

2

6

Chhattisgarh

1,028

7

Delhi

4,71,908

8

Goa

1,464

9

Gujarat

3,87,579

10

Haryana

3,56,291

11

Himachal Pradesh

14

12

Jammu & Kashmir

30,163

13

Jharkhand

94

14

Karnataka

74,996

15

Kerala

771

16

Ladakh

86

17

Madhya Pradesh

91,938

18

Maharashtra

6,27,241

19

Meghalaya

6

20

Nagaland

4

21

Odisha

85,905

22

Puducherry

1

23

Punjab

5,482

24

Rajasthan

5,53,265

25

Tamil Nadu

22,833

26

Telangana

500

27

Tripura

2

28

Uttar Pradesh

2,66,140

29

Uttarakhand

50,996

30

West Bengal

13,128

Total

34,80,618

 

ଗତ ୨୪ ଘଣ୍ଟାରେ ପ୍ରାୟ ୧୯ ଲକ୍ଷ ଟିକା ଡୋଜ ପ୍ରଦାନ କରାଯାଇଛି ।

ଟିକାକରଣ ଅଭିଯାନର ୧୧୭ ଦିନ ସୁଦ୍ଧା (ମଇ ୧୨, ୨୦୨୧) ୧୮,୯୪,୯୯୧ ଟିକା ଡୋଜ ପ୍ରଦାନ କରାଯାଇଛି । ୧୭,୬୮୪ ସେସନରେ ୯,୯୮,୪୦୯ ହିତାଧିକାରୀ ପ୍ରଥମ ଡୋଜ ଓ ୮,୯୬,୫୮୨ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।       

 

Date: 12thMay,2021 (Day-117)

HCWs

1stDose

16,923

2ndDose

29,778

FLWs

1stDose

78,279

2nd Dose

74,617

18-44 years

1st Dose

4,31,285

45 to 60 years

1stDose

3,40,178

2nd Dose

3,03,146

Over 60 years

1stDose

1,31,744

2nd Dose

4,89,041

Total Achievement

1stDose

9,98,409

2ndDose

8,96,582

 

ଆଜି ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ୧,୯୭ ୩୪,୮୨୩  ରହିଛି । ଜାତୀୟ ଆରୋଗ୍ୟ ହାର ୮୩.୨୬ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୫୨,୧୮୧ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।

ଦଶଟି ରାଜ୍ୟରେ ୭୨.୯୦ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ବୃଦ୍ଧି ପାଉଥିବା ସପ୍ତାହଓ୍ୱାରି ଦୈନିକ ସୁସ୍ଥତା ହାର ପ୍ରଦର୍ଶିତ ହୋଇଛି ।

ଆଜି ଭାରତର ସମୁଦାୟ ସକ୍ରିୟ ମାମଲା ୩୭,୧୦,୫୨୫କୁ ବୃଦ୍ଧି ପାଇଛି । ଦେଶର ସମୁଦାୟ ପଜିଟିଭ ମାମଲାର ଏହା ୧୫.୬୫ ପ୍ରତିଶତ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୬,୪୨୬ ହ୍ରାସ ପଞ୍ଜିକୃତ ହୋଇଛି ।

ଭାରତର ସମୁଦାୟ ମାମଲାର  ୭୯.୬୭ ପ୍ରତିଶତ ୧୨ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

ନିମ୍ନ ଗ୍ରାଫରେ ଦେଶର ଦୈନିକ ନୂଆ ମାମଲା ଓ ଦୈନିକ ପରୀକ୍ଷଣ ପ୍ରଦର୍ଶିତ ହୋଇଛି ।

ନିମ୍ନ ଗ୍ରାଫରେ ୧୦ %  ଓ ୨୦% ପ୍ରତିଶତରୁ ଅଧିକ ପଜିଟିଭ ହାର ଥିବା ରାଜ୍ୟଓ୍ୱାରି ଜିଲ୍ଲା ସଂଖ୍ୟା ପ୍ରଦର୍ଶିତ ହୋଇଛି ।

ଗତ ୨୪ ଘଣ୍ଟାରେ ୩,୬୨,୭୨୭ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଦଶଟି ରାଜ୍ୟରେ ୭୨.୪୨ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୪୬,୭୮୧ ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହା ପଛକୁ କେରଳରେ ୪୩,୫୨୯ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କର୍ଣ୍ଣାଟକରେ ୩୯,୯୯୮ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଜାତୀୟ ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୪,୧୨୦ ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ  ୭୪.୩୦ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୮୧୬ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୫୧୬ ମୃତ୍ୟୁ ହୋଇଛି ।

SR

 



(Release ID: 1718298) Visitor Counter : 207