ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
12 MAY 2021 12:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏକ ଟ୍ଵିଟ୍ ମାଦ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆନ୍ତର୍ଜାତିକ ନର୍ସ ଦିବସ ହେଉଛି କୋଭିଡ-19 ଲଢେଇର ଆଗ ଧାଡିରେ ଥିବା ଆମର ପରିଶ୍ରମୀ ନର୍ସିଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାର ଏକ ଦିନ । କର୍ତ୍ତବ୍ୟ ପ୍ରତି ସେମାନଙ୍କ ଭାବନା, କରୁଣା ଏବଂ ଏକ ସୁସ୍ଥ ଭାରତ ନିର୍ମାଣ ଦିଗରେ ପ୍ରତିବଦ୍ଧତା ଅନୁକରଣୀୟ ଅଟେ” ।
**********
TRP/
(रिलीज़ आईडी: 1718132)
आगंतुक पटल : 297
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam