ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇଏନଏ ଭେଟେରାନ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 09 MAY 2021 1:30PM by PIB Bhubaneswar

ଆଇଏନଏ ଭେଟେରାନ ଶ୍ରୀ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

“ଆଇଏନଏ ଭେଟେରାନ ଲଲିତ ରାମ ଜୀଙ୍କ ବିୟୋଗରେ ମର୍ମାହତ । ଭାରତର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ସାହସ ଓ ବଳିଦାନକୁ କେବେ ବି ଭୁଲି ହେବନାହିଁ । ତାଙ୍କ ସହିତ ହୋଇଥିବା ଆଲୋଚନାକୁ ମୁଁ ମନେ ପକାଉଛି । ତାଙ୍କ ଭଳି ମହାନ ବ୍ୟକ୍ତିମାନେ ଭାରତ ଇତିହାସରେ ଏକ ଅଲିଭା ଚିହ୍ନ ଛାଡି ଯାଇଛନ୍ତି”

 

**********

TRP/


(रिलीज़ आईडी: 1717471) आगंतुक पटल : 144
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam